‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ମଙ୍ଗଳ ଗ୍ରହରେ ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କଲା

ନୂଆଦିଲ୍ଲୀ: ଆମେରିକାର ‘ନାସା’ ପ୍ରେରିତ ‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ଅବତରଣସ୍ଥଳ ‘ଅକ୍ଟାଭିଆ ଇ. ବଲ୍‌ଟର୍‌’ ଛାଡ଼ି ଜୁନ୍‌ ୧ ତାରିଖରୁ ମଙ୍ଗଳ ଗ୍ରହ ପୃଷ୍ଠରେ ମନ୍ଥର ଗତିରେ ବୁଲି ବୁଲି ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କରିଥିବା କଥା ‘ଜଏଣ୍ଟ୍‌ ପ୍ରପଲ୍‌ସନ୍‌ ଲାବ୍ରଟରି’ ବିବୃତି ଦେଇ କହିଛି। ଏହି ବିଜ୍ଞାନ ଅଭିଯାନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଅଳ୍ପ କେତେ ସପ୍ତାହରେ ମଙ୍ଗଳ ଗ୍ରହର ‘ଜାଜିରୋ କ୍ରେଟର୍‌’ ବା ‘ଜାଜିରୋ ଗହ୍ବର’କୁ ସାମଗ୍ରିକ … Continue reading ‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ମଙ୍ଗଳ ଗ୍ରହରେ ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କଲା